Profile cover photo
Profile photo
ବଣମଲ୍ଲୀର ମହକ
7 followers -
ଓଡିଆ ସାହିତ୍ୟ - ସଂସ୍କୃତି ଓ ତଥ୍ୟ ଭିତ୍ତିକ ମାସିକ ଇ-ପତ୍ରିକା
ଓଡିଆ ସାହିତ୍ୟ - ସଂସ୍କୃତି ଓ ତଥ୍ୟ ଭିତ୍ତିକ ମାସିକ ଇ-ପତ୍ରିକା

7 followers
About
Posts

Post has attachment
ପ୍ରାଇମେରୀ ସ୍କୁଲ ରେ ପଢୁଥିଲାବେଳେ ଆମର ଏକ ମାସ ସକାଳେ ମାନେ ୭ ଟା ରୁ ୧୨ ଟା ପର୍ଯ୍ୟନ୍ତ ପଢା ହେଉ ଥିଲା ଆଉ ଆର ମାସରେ ଉପର ବେଳା ମାନେ ୧୨ ଟା ରୁ ୫ ଟା ପର୍ଯ୍ୟନ୍ତ ପଢା ହେଉ ଥିଲା । ପ୍ରଥମର ୩ ଟା କ୍ଲାସ ସରିଯିବା ପରେ ଆମର ଖେଳ ଛୁଟି ହେଉଥିଲା ଅଧଘଣ୍ଟା ପାଇଁ । ପିଲାମାନେ ସବୁ ଘରୁ ପଇସା ନେଇ ଆସୁଥିଲେ…
Add a comment...

Post has attachment
ଧ୍ରୁବ ଚରଣ ବେହେରା ।ଅଠରବାଟିଆ, ବାଲୁଗାଁ,ଖୋର୍ଦ୍ଧା
Add a comment...

Post has attachment
କେବେ ବସନ୍ତରେ ସବୁ ତ ନୂତନ କେବେ ଦେହ ମନ ଜଳେ, କେବେ ସବୁ କିଛି ହାହାକାର ମରୁ ମନ ଭୋଳେ କୌତୁହଳେ ‌। କେବେ ମନେହୁଏ ନିଦାଘର ତାତି ଶୀତଳ କୋମଳ ଅତି, ତାହା କେବେ ପୁଣି ଅଶେଷ ପୀଡ଼କ କଟେନାହିଁ ଦିନରାତି । କେବେ ଏ ବରଷା ସାକ୍ଷୀ ସାଜେ ମୋର କେବେ କରେ ଉପହାସ, ଛାତିକୁ ଭିଜାଇ ଆଖିକୁ ଓହ୍ଲାଇ ହସେ ମନଖୋଲା ହସ ।…
Add a comment...

Post has attachment
ହାତ ପାଦ ସବୁ ଆମକୁ ଦେଇ କାଳିଆ ବସିଛି ମାଦଳ ହୋଇ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ବିନା ପଲକରେ ରହିଛି ଚାହିଁ ଚକା ନୟନରେ ପଲକ ନାହିଁ ଦେଖୁଛି ସଭିଙ୍କୁ ସମାନ ଥାଇ ଚକା ନୟନ ଦେଖନ୍ତି ସମ ନୟନେ କରୁଛନ୍ତି କି ସର୍ବେ କାମ ଏକା ମନେ ସଭିଙ୍କ କାମ ଆଗରୁ ସ୍ଥିର ଚାଲିବା ସେ ବାଟେ ନ ହୋଇ ଅସ୍ଥିର । ରମାକାନ୍ତ ମିଶ୍ର
Add a comment...

Post has attachment
ତୁମେ ହସିଦେଲେ ଫୁଲ ଫଗୁଣଟା ଲାଜରେ ଝାଉଁଳି ଯାଏ ତୁମେ ରୁଷିଗଲେ ମେଘ ଶ୍ରାବଣଟା ଅଦିନରେ ଝରିଯାଏ। । ତୁମେ ଚାଲିଗଲେ ମାଟି ମହକଇ ମହକେ ଦୁନିଆ ମୋର ତୁମ ମିଠା କଥା ହୋଇ ସେ କବିତା କଲମରୁ ଝରେ ମୋର ତୁମେ ଗାଇ ଦେଲେ କୋଇଲିର ସ୍ୱର କେଉଁଆଡ଼େ ହଜିଯାଏ ତୁମେ ହସି ଦେଲେ……. ।। ତୁମେ ଛୁଇଁ ଦେଲେ ଫୁଲ ପାଖୁଡାରୁ…
Add a comment...

Post has attachment
ପାଞ୍ଚଦିନ ହେଲା ଶ୍ରୀମନ୍ଦିର ଛାଡି ଭାଇ, ଭଉଣୀ ଙ୍କୁ ନେଇ ଗଲେଣି ସାଆନ୍ତେ ନକହିଣ ମୋତେ କିଛି ଭଲ ଲାଗୁନାହିଁ ରୋଷଶାଳା ପରା ଅନ୍ଧାରେ ପଡ଼ିଛି ରତ୍ନବେଦୀ ଦିଶେ ଖାଲି ଅସୁନ୍ଦର ଆହା ଦିଶଇ ଏ ବେଢା ଭକ୍ତ କୋଳାହଳ ନାହିଁ ।। ବିମଳା ଙ୍କ ସହ ବାଇଠକୁରାଣୀ ମନ୍ତ୍ରଣା କରନ୍ତି ରହି କହିଲେ ବିମଳା ଶୂଣ ଲୋ କମଳା ଦେଖି…
Add a comment...

Post has attachment
ଥିଲ ମୋ ପ୍ରେମର ଫୁଲ ବଗିଚାରେ ହୋଇ ପ୍ରୀତି ଫୁଲଟିଏ ମହକାଉ ଥିଲ ତୁମ ବାସନାରେ ଦେଇ ପ୍ରେମ ମୂଲଟିଏ ଶ୍ରାବଣରେ ଆମେ ଦୁହେଁ ଭିଜୁଥିଲେ ବରଷାର ଧାରା ହୋଇ ଫଗୁଣର ବାସ୍ନା ଚହଟାଉ ଥିଲା ନେଉଥିଲା ମନ ମୋହି କାଳ ବୈଶାଖୀ ତୁମେ ପାଲଟିବ ଏକଥା ନଥିଲି ଜାଣି କି ଲାଭ ପାଇଲ ନିଃସ୍ଵ କରି ମତେ ଆଉ କାହା ମନ ଜିଣି ପ୍ରୀତି…
Add a comment...

Post has attachment
ମଉସୁମୀ ତୁମେ ଆସିଗଲ ବୋଲି ପୁଲକିତ ଧୁଳି ଧରଣୀର ବକ୍ଷେ ଖୁସିର ରୋଷଣୀ ଜଳେ, ଜୀବ, ତରୁ, ଲତା ସବୁରି ଅନ୍ତରେ ଗ୍ରୀଷ୍ମ ତାପିତ ପ୍ରାଣରେ ପ୍ରାଣରେ ସପନ ଭଉଁରୀ ଖେଳେ । ୧ ଫୁଲେଇ ତଟିନୀ ନୂପୁର ଛନ୍ଦେ ଫୁଲି ଫୁଲି ଗୀତ ରାଗିଣୀ କଣ୍ଠେ ସାଗର କୋଳକୁ ଧାଏଁ ଆଗାମୀ ଦିନର ସୁଖ ସପନରେ କାଳିଆ କଷରା ବଳଦକୁ ଯୋଚି ଚଷା…
Add a comment...

Post has attachment
ଝୁମି ଝୁମି ଆସେ ବରଷା ରାଣୀ କଳା ବାଦଲର ଓଢ଼ଣା ଟାଣି ଆଦ୍ୟ ଆଷାଢ଼ର ଅତିଥି ମା’ ମାଟି ତପ ଉତ୍ତପ୍ତେ ଅଧୀରା ଢ଼ାଳି ଜଳଧାରା ଦେବ ଶାନ୍ତି । ବିଜୁଳି ରୋଷଣୀ ଆକାଶୁଁ ଘେନି ଘଡଘଡି ବାଣେ କମ୍ପେ ମେଦିନୀ ମେଘକୁ କରି ସେ ପଟୁଆର ପାଛୋଟିବା ପାଇଁ ପୁଚ୍ଛକୁ ବିସ୍ତାରି ନୃତ୍ଯେ ଗୀତେ ଶିଖୀ ଆଗଭର । ପ୍ରାଚୀ ଦିଗେ…
Add a comment...

Post has attachment
ଘର ପାଇଁ ଉଛନ୍ନ ସଭିଏଁ , ଘର ହିଁ ଲୋକର ପରିଚୟ , ଘର ହିଁ ଲୋକର ମାନଦଣ୍ଡ , ମୁଣ୍ଡ ଉପରେ ଛାତ ଟିଏ ଥିଲେ – ବଂଚି ଥିବା ଲୋକର କେଡେ ଆନନ୍ଦ । କିଏ କଣ ଖାଉଚି କେହି ଦେଖନ୍ତି ନାହିଁ , କିଏ କେଉଁଠି କେଉଁ ଘରେ ରହୁଛି, ଦେଖନ୍ତି ସଭିଏଁ, ପଚାରନ୍ତି ସଭିଏଁ । ସ୍ବ ଗୃହ ଟିଏ ମଣିଷ କୁ କେବଳ, ଆନନ୍ଦ ଦିଏ ନାହିଁ,…
Add a comment...
Wait while more posts are being loaded