Profile cover photo
Profile photo
Ram Krushna Ray
1,725 followers -
‎''Maa Guru hoti hai....Pehla Guru......''
‎''Maa Guru hoti hai....Pehla Guru......''

1,725 followers
About
Communities and Collections
View all
Posts

Post has attachment
ଦୁଇଟି ପ୍ରାର୍ଥନା (ଆଜିର ଗପ)
ଗୋଟିଏ ପାନ୍ଥଶାଳାରେ ରାତ୍ରିଯାପନ କଲା ବେଳେ ଦୁଇ ଧନୀ ବଣିକଙ୍କ ଭିତରେ ପରିଚୟ ହେଲା। ଦୁଇ ଜଣ ଯାକ ଥିଲେ ଅତ୍ୟନ୍ତ ସଫଳ ବ୍ୟବସାୟୀ। ଦୁହେଁ ଅତ୍ୟନ୍ତ ସାଧାରଣ ପରିବାରରେ ଜନ୍ମ ନେଇ ବହୁ ଗରିବୀ ଦେଖିଥିଲେ ଏବଂ ବଡ଼ କଥା ହେଲା ନିଜ ଅଧ୍ୟବସାୟରୁ ଦୁହେଁ ଉପରକୁ ଉଠି ପାରିଥିଲେ ଏବଂ ଖୁବ ସଫଳ କଥା ହୋଇଥିଲେ । ଏଥି ଲା...
Add a comment...

Post has attachment
ତ୍ଵଚାର ଚମକ ପାଇଁ...
ପ୍ରତ୍ୟେକ ମହିଳା ଚାହାଁନ୍ତି ସୁନ୍ଦର ଦେଖାଯିବାକୁ । ସେଥିପାଇଁ ତ ବ୍ୟବହାର କରନ୍ତି ବିଭିନ୍ନ ପ୍ରକାର ଦାମୀ କେମିକାଲ୍ ମିଶା ପ୍ରସାଧନ ସାମଗ୍ରୀ । ଯାହା ଦୀର୍ଘଦିନ ବ୍ୟବହାର ପରେ ତ୍ବଚା ଉପରେ କୁପ୍ରଭାବ ପକାଏ । ହେଲେ କମ୍ ଖର୍ଚ୍ଚରେ ଘରୋଇ ଜିନିଷ ବ୍ୟବହାର ଦ୍ଵାରା ମଧ୍ୟ ତ୍ଵଚାର ଯତ୍ନ ନେଇ ହେବ । କିପରି ସେ ବ...
Add a comment...

Post has attachment
ୱେଲକମ ସମର
ଏଯାଏ ସରିନି ବସନ୍ତ ହେଲେ ଏବେଠୁ ଅନୁଭୂତ ହେଲାଣି ଗ୍ରୀଷ୍ମର ପ୍ରକୋପ। ତେବେ ଏହି ଖରା ଦାଉରୁ ରକ୍ଷା ପାଇବା ଲାଗି ଖାଦ୍ୟପେୟ, ପୋଷାକରୁ ଆରମ୍ଭ କରି ବିଭିନ୍ନ ଆସେସୋରିଜ୍‌କୁ ନେଇ ପ୍ରସ୍ତୁତ ହେଲେଣି ଯୁବପିଢି... ଧୀରେ ଧୀରେ ଖରାର ପ୍ରକୋପ ବଢିବା ଆରମ୍ଭ ହେଲାଣି।  ତେଣୁ ଏଦିନେ କିପରି ନିଜକୁ ସୁରକ୍ଷିତ ରଖିପାରି...
ୱେଲକମ ସମର
ୱେଲକମ ସମର
odialoka.blogspot.com
Add a comment...

Post has attachment
ଡିଆଇଡି ଲିଟିଲ୍ ମାଷ୍ଟର୍ସରେ ଓଡ଼ିଶାର ଗୌତମ ଡାନ୍ସ ଗୁପ୍
ଅମୁଲ ଡିଆଇଡି ଲିଟିଲ୍ ମାଷ୍ଟର୍ସରେ ଓଡ଼ିଶାର ଗୌତମ ଡାନ୍ସ ଷ୍ଟୁଡିଓ ଗୁପ୍ ନିଜକୁ ସାମିଲ କରି ମୁମ୍ବାଇ ଫାଇନାଲ୍ ଅଡିସନ୍ ଟପ୍ ୧୬ରେ ଅଛନ୍ତି ବୋଲି ଷ୍ଟୁଡିଓର ମୁଖ୍ୟ ଗୌତମ ଭଟ୍ଟାଚାର୍ଯ୍ୟ କହିଛନ୍ତି । ନୃତ୍ୟ ଶିଳ୍ପୀମାନେ ମଧ୍ୟରେ ରହିଛନ୍ତି ରିଶିତା ପାଣିଗ୍ରାହୀ, ପ୍ରୀତି ବେହେରା, ସୁନେନା ମହାପାତ୍ର, ପ୍ରତିଭା...
Add a comment...

Post has attachment
ମହିଳାମାନେ ନିଜର ସୁରକ୍ଷା କିପରି ନେବେ ?
ଆଜିକାଲି ପ୍ରାୟ ଅଧିକାଂଶ ମହିଳା ବାହାରେ ଚଳପ୍ରଚଳ କରିବା ସମୟରେ ହେଉ ବା ଏକୁଟିଆ ରହୁଥିଲେ ନିଜକୁ ସୁରକ୍ଷିତ ମନେ କରୁନାହଁନ୍ତି । ସେଥିପାଇଁ ନିଜ ସୁରକ୍ଷା ଜାଣିବା ଜରୁରୀ। ନିଜ ସୁରକ୍ଷା ନେବାର ଉପାୟ :- => ବାହାରକୁ ଯିବା ପୂର୍ବରୁ ନିଜକୁ ପୂର୍ବରୁ ପ୍ରସ୍ତୁତ କରନ୍ତୁ । ଯଦି ବାଟରେ କିଛି ଅଘଟଣ ଘଟେ ତାହାର ...
Add a comment...

Post has attachment
ମହିଳା ହେଲ୍ପଲାଇନ ନମ୍ବର
=> ହିଂସା ପ୍ରଭାବିତ ମହିଳାଙ୍କୁ ମାଗଣା ୨୪ ଘଣ୍ଟିଆ ଫୋନରେ ସୂଚନା ଓ ସହାୟତା ଯୋଗାଇ ଦେବା ପାଇଁ ସରକାର "୧୮୧" ନମ୍ବର ଜାରି କରିଛନ୍ତି | => ବିପଦ ଓ ସାଧାରଣ ସମୟ ରେ ହସ୍ତକ୍ଷେପ ଦ୍ୱାରା ମହିଳାଙ୍କୁ ସହାୟତା ପାଇଁ ପ୍ରେରଣ କରିବା ସୁବିଧା ଦିଆଯାଉଛି | => ହିଂସା ପ୍ରଭାବିତ ମହିଳାଙ୍କୁ ନିଜର ସ୍ଥାନୀୟ ଅଞ୍ଚଳ ଯ...
Add a comment...

Post has attachment
ଅନ୍ତର୍ଜାତୀୟ ମହିଳା ଦିବସ
୧୯୦୮ ମାର୍ଚ୍ଚ ୮ ତାରିଖ। ନ୍ୟୁୟର୍କ ରାଜରାସ୍ତାରେ ହଜାର ହଜାର ମହିଳାଙ୍କର ବିପୁଳ ସମାଗମ। କୌଣସି ଉତ୍ସବ ପାଳନ କରିବା ପାଇଁ ଏହି ଐତିହାସିକ ସମାଗମ ହୋଇ ନ ଥିଲା । ନାରୀର ସାମାଜିକ ଏବଂ ରାଜନୈତିକ ଅଧିକାର ରହିବା ସହିତ ସେମାନଙ୍କୁ ଭୋଟଦେବାର ଅଧିକାର ପ୍ରଦାନ କରିବା ଏବଂ ଦୈନିକ ୧୬ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା...
Add a comment...

Post has attachment
ତ୍ୱଚା ପାଇଁ ଟମାଟୋ
>> ଟମାଟୋ ଜୁସ୍‌କୁ ଆପଣ ଫେଶମାସ୍କ  ଭାବରେ ବ୍ୟବହାର କରିପାରିବେ । ଏହା ତ୍ବଚାରେ ଚମକ ଆଣିଥାଏ । >> ମୁହଁରେ ବ୍ରଣ ହୋଇଥିଲେ ଏହାର ଉପଚାର ପାଇଁ ଟମାଟୋ ବ୍ୟବହାର କରନ୍ତୁ । ପ୍ରଥମେ ଟମାଟୋକୁ ଗୋଲାକାର ଆକାରରେ କାଟି ମଞ୍ଜି ବାହାରକରି ଦିଅନ୍ତୁ । ତାହାକୁ ଉଷୁମ ପାଣିରେ ପକାଇ ଭଲ ଭାବରେ ଗ୍ରାଇଣ୍ଡି କରି ଦିଅନ୍ତ...
Add a comment...

Post has attachment
ହ୍ୟାଣ୍ଡ ବ୍ୟାଗ କେତେ ଜରୁରୀ
ଆଧିନିକ ଯୁଗରେ ମହିଳାମାନେ ପୂର୍ବାପେକ୍ଷା ଫ୍ୟାଶନେବୁଲ ହୋଇଯାଇଛନ୍ତି । ବିଭିନ୍ନ ପ୍ରକାର ନୂଆ ନୂଆ ଜିନିଷ ବ୍ୟବହାର କରୁଛନ୍ତି । ତା ମଧ୍ୟରେ ସେମାନଙ୍କର ଅତିପ୍ରିୟ ହେଉଛି ହ୍ୟାଣ୍ଡ ବ୍ୟାଗ । ଏହାର ବିଭିନ୍ନ ଡିଜାଇନ ବଜାରରେ ଉପଲବ୍ଧ । ତେବେ ଏହା ଭିତରେ ଆପଣ କେଉଁ ଜିନିଷ ରଖଲେ ତାହା ଆବଶ୍ୟକ ପଡ଼ିଲେ କାମରେ ଆ...
Add a comment...

Post has attachment
କେହି ନୁହେଁ ଅଛୁଆଁ
ଯାହାକୁ ଛୁଇଁଲେ କାହାରି କ୍ଷତି ହେବ। କେହି ମରିଯିବ। ଜଳିଯିବ। ଛଟପଟ ହେବ ତାହା ହିଁ ଅଛୁଆଁ। ତାକୁ ଛୁଇଁବା ଗ୍ରହଣୀୟ ନୁହେଁ ଯାହା କାହାରି କ୍ଷତି କରିବ। କରେଣ୍ଟକୁ ଛୁଇଁଲେ ମଣିଷ ମରିଯିବ। ନିଆଁକୁ ଛୁଇଁଲେ ହାତ ଜଳିଯିବ। ସାପକୁ ଛୁଇଁଲେ ଚୋଟ ମାରିବ।  କେଉଁ ମଣିଷକୁ ଛୁଇଁକି କ'ଣ କାହାର କ୍ଷତି ହେବ ? କେହି କ'ଣ...
Add a comment...
Wait while more posts are being loaded