Profile cover photo
Profile photo
Amaresh Ch Das (Amaress)
973 followers -
Being loved !!!
Being loved !!!

973 followers
About
Communities and Collections
View all
Posts

Post has attachment
* ଦରିଦ୍ରର ଜାତି * ରଚନା: ବିନୟ ମହାପାତ୍ର                     ନିଷ୍ପାପ ପିଲାଟି, ଆଣ୍ଠୋଉ ଆଣ୍ଠୋଉ ଦିନେ ଠିଆହେବାକୁ ଚେଷ୍ଟା କରୁଥିଲା । ବାପ ଦେଖିଲା, ଡରିଗଲା, ଭାବିଲା, ଠିଆ ହେଲେ ପୁଣି ଚାଲିବ, ଚାଲିଲେ ବାହାରକୁ ଯିବ, ପେଣ୍ଟ ସାର୍ଟ ମାଗିବ, ପାଠ ପଢିବାକୁ କହିବ, ଅଧିକ ଖାଇବ, ଖର୍ଚ୍ଚ ବଢିଯିବ ।…
Add a comment...

Post has attachment
Annual Tribal Fair : Adivasi Mela is all set to kick off on Jan 26 at Exhibition Ground #Bhubaneswar  The annual tribal fair, popularly known as Adivasi Mela, is all set to kick off on January 26 but at a different location in the capital city this year.…
Add a comment...

Post has attachment
ନୁଆବର୍ଷ-2018 ରଚନା : ବିନୟ ମହାପାତ୍ର                         ନୁଆବର୍ଷ ! ଏଥିରେ ନୂଆ କଣ ଅଛି? ଇଏ କିଛି ନୂଆ କଥା ନୁହେଁ, ଗତବର୍ଷ ବି ନୂଆବର୍ଷ ଆସିଥିଲା, ଆସନ୍ତା ବର୍ଷ ବି ଆସିବ, ଏଇମିତି ଲଗାତାର ଆସୁଥିବ, ପ୍ରତି ତିନିଶହ ପଅଁଶଠି ଦିନରେ । ନୂଆବର୍ଷ, କିଛି ଏକ ବର୍ଷରେ ଥରେ ପଡୁଥିବା, ଦିନିକିଆ…
Add a comment...

Post has attachment
ଅଭୂଲା ସ୍ମୃତି ଶ୍ରୀମତି ସଂଯୁକ୍ତା ମହାପାତ୍ର           ତୁମେ ମୋତେ ଭଲ ପାଅ କି ନ ପାଅ ନିତି ଝୁରି ହେଉ ଥିବି, ତୁମ କଥା ହୃଦେ ଭାବି ଭାବି ସତେ ମନକୁ ବୁଝେଇ ଦେବି । ହୃଦୟେ ରଖିଛି ତୁମ ପ୍ରିତି ଭରା ଅପାଶୋରା କେତେ କଥା, ସେ ସବୁ ଭାବି ମୁଁ ମନେ ମନେ ହସେ ଓଠେ ହସ ମନେ ବ୍ୟଥା । ଆଇନା କୁ ଦେଖି ଭାବଇ ମୁଁ…
Add a comment...

Post has attachment
ଚନ୍ଦ୍ରମୂଖୀ         ବିନୟ ମହାପାତ୍ର ତୁମେ ମୋତେ ଦୂରରୁ ଦେଖୁଥିଲ, ସୁନ୍ଦର ଦିଶୁଥିଲି ତୁମ ଆଖିକୁ । ସେଥି ପାଇଁ ମନା କରିଦେଲି ପାଖକୁ ଆସିବାକୁ । ହେଲେ ତୁମେ ରାଗିଗଲ ସମ୍ପର୍କ ତୁଟେଇ ଦେଲ ।             ସେଥିପାଇଁ ଦୁଃଖ ନାହିଁ, ତୁମେ ଦୂରେଇ ଗଲ ବୋଲି, କେବେ ମନ ଦୁଃଖ କରିବିନି । ଏମିତି ଦୁଃଖ ତ ଠିକ୍…
Add a comment...

Post has attachment
ଚନ୍ଦ୍ରମୂଖୀ ବିନୟ ମହାପାତ୍ର             ତୁମେ ମୋତେ ଦୂରରୁ ଦେଖୁଥିଲ, ସୁନ୍ଦର ଦିଶୁଥିଲି ତୁମ ଆଖିକୁ । ସେଥି ପାଇଁ ମନା କରିଦେଲି ପାଖକୁ ଆସିବାକୁ । ହେଲେ ତୁମେ ରାଗିଗଲ ସମ୍ପର୍କ ତୁଟେଇ ଦେଲ ।           ସେଥିପାଇଁ ଦୁଃଖ ନାହିଁ, ତୁମେ ଦୂରେଇ ଗଲ ବୋଲି, କେବେ ମନ ଦୁଃଖ କରିବିନି । ଏମିତି ଦୁଃଖ ତ…
Add a comment...

Post has attachment
ସମୟ ରଚନା- ବିନୟ ମହାପାତ୍ର             ତୁମକୁ ଛାଡିବାକୁ ଇଚ୍ଛା ହେଉ ନଥିଲା ଭାବିଥିଲି ତୁମକୁ ଅଟକେଇ ନେବି । ହଁ, ଇଏତ ମୋର ଦୁଃସାହସ ଥିଲା, ଯଦିଓ ମୁଁ ଜାଣିଥିଲି, ତୁମକୁ ଅଟକେଇ ନେବାର ସାହସ କାହାର ବି ନଥିଲା । କିନ୍ତୁ ମୁଁ ଲୋଭି ହୋଇଗଲି, ବୋଧହୁଏ ତୁମରି ପ୍ରେମରେ ପଡି ଯାଇଥିଲି । ସେହି ମୁହୁର୍ତ୍ତ…
ସମୟ
ସମୟ
eodisha.org
Add a comment...

Post has attachment
ଅନ୍ୟ ଏକ ମିରା – A Excellent Odia Short Story by Sai Prakash #OdiaLekha #ShortStory ମା…ଏ ମା…. କଣ ହେଲା ବାପା? ତଳକୁ ଆସ,କିଏ ଜଣେ ବାବୁ ଆସିଛନ୍ତି କଣ କାମ..? ଆରେ ତାଙ୍କ ଝିଅକୁ ନାଚ ଶିଖାଇବା ପାଇଁ କଥା ହେବେ… ମୋହନ ବାବୁ ଆପଣ ବସନ୍ତୁ, ଝିଅ ଆସୁଥିବ… ମୋହନ… ଆଗକୁ ବଢ଼ିଥିବା ପାଦଦୁଇଟି…
Add a comment...

Post has attachment
ଅମୃତତ୍ୱ         ରଚନା- ବିନୟ ମହାପାତ୍ର ମୁଁ ଠିଆ ହୋଇଥିବା ଏଇ ଧରିତ୍ରୀ ମୋ ମୁଣ୍ଡ ଉପରର ଏ ଆକାଶ, ମୋ ନିଶ୍ୱାସରେ ଏଇ ପବନ ଏ ସବୁ ତ ମୋର, ମୋର ଏକାନ୍ତ ନିଜର । ପାରିବ ତ ମୋ ଠାରୁ ଛଡାଇ ନିଅ, ଚେଷ୍ଟା କର, ଲଗାଇ ତୁମର ସମସ୍ତ ସାମର୍ଥ୍ୟ । ଅମୃତର ସନ୍ତାନ ମୁଁ ମୃତ୍ୟୁ ମୋର ସଦା ସହଚର । ଇଚ୍ଛାମୃତ୍ୟୁ…
Add a comment...

Post has attachment
         Prabal Mallick, who is a well known artist from Odisha is conducting a watercolor workshop in Bangalore on 02 Dec, 2017. This will be his fourth painting workshop in Bangalore. The workshop will focus on building strong foundation on watercolor…
Add a comment...
Wait while more posts are being loaded