Profile cover photo
Profile photo
Rashmirekha Moharana
623 followers -
Odisha's First Internet Magazine on Literature
Odisha's First Internet Magazine on Literature

623 followers
About
Posts

Post has attachment
Add a comment...

Post has attachment
ଗୁଣୁ ଗୁଣୁ ଗାଉଥିବା ମହୁମାଛି ନୁହେଁ
ଇଏ ପ୍ରତୀକ୍ଷିତ ଆଶାବାଦୀ ଏକ ଲତାର ଗୁଞ୍ଜନ
ଇପ୍ସିତ ଉଦ୍ଦେଶ୍ୟ ଯା’ର ଲୋଟିଯିବା ପାଇଁ
ତା’ ଆଶ୍ରିତ ବକ୍ଷରେ ହଜାଇ ନିଜ ସ୍ୱରର ଧୂନ୍ ।
Add a comment...

Post has attachment
#ameodia
ବାଟୁଳିର ଗୁଳି ଭଳି
ଛୁଟୁ ଥିଲା ଅହର୍ନିଶ
ସେଠି ବି ନିଅଣ୍ଟ ହେଲା ଶବ୍ଦ
ବର୍ଣ୍ଣବୋଧର ଅଣଚାଶ ଅକ୍ଷର
ଉଡ଼ିଗଲେ ଅଣଚାଶ ବାଆରେ ।
Add a comment...

Post has attachment
ମୋ ଗାଁ ଚାଷି, କ୍ଷେତରେ ପଶି
କାମ କରିଚାଲେ, କି ଦିନ ରାତି ।
ହାଡ଼ ଭଙ୍ଗା କାମ ଆମ ଚାଷିର
କରିବାକୁ ଯିଏ ଯୋଗାଏ ବଳ
ସେ ତ ପଖାଳ, ଆମ ପଖାଳ ।
Add a comment...

Post has attachment
#ameodia ଆମ ଲୋକଙ୍କ ସମ୍ପର୍କ ଭଲ ଅଛି ମାନେ କ୍ଷୀରନୀର ପରି । କାହାକୁ କୋଉ କଥା ଲୁଚାଇ ରଖନ୍ତି ନାଇଁ । ଭଲ ସମ୍ପର୍କ ନାଇଁମାନେ ଜଣକର ଛାଇ ପଡ଼ିଲେ ଅନ୍ୟ ଜଣଙ୍କର ନାହି ଡିଏଁ ।
Add a comment...

Post has attachment
Add a comment...

Post has attachment
#ameodia ଅନୋଖା ଗାଧୁଆ କଳା
Add a comment...

Post has attachment

Post has attachment
Add a comment...

Post has attachment
#ameodia

ବାରମ୍ୱାର ମନେ ପକେଇ ଦେବି ତୁମେ କେମିତି
ବିଶ୍ୱାସଘାତକତା କରିବାର କଳାରେ ପ୍ରବୀଣ. . .
ଦିନ ତମାମ ଚାରିଆଡ଼େ ମୁଁ ତୁମକୁ ଦେଖେଇବି
ତୁମର ପ୍ରକୃତି ଛବି. . .
Add a comment...
Wait while more posts are being loaded