Profile cover photo
Profile photo
Rabinarayan Senapati
24 followers -
public
public

24 followers
About
Posts

Post has attachment

Post has attachment

Post has attachment

Post has attachment

Post has attachment
ଉଦବାସିତ ଆତ୍ମୀୟତା। ଏହା ବୋଧହୁଏ ମୋର ଏମ୍.ବି. ବି.ଏସରେ କଳ୍ପିତ ଗଳ୍ପ। ଗଳ୍ପଟିର ନାମ ୧୯୯୪/୯୫ରେ ଦିଆଯାଇଛି ଓ ଏହା ପରବର୍ତ୍ତୀ କାଳରେ ଲେଖାଯାଇଛି। ଆଗେ ନାମ ବାଛିଥିବା ଗଳ୍ପ କୌଣସି କାରଣରୁ ମୁଁ ଲେଖି ପାରେନାହିଁ। ଏହାବି ସେହି ଅଧାଲେଖା ଅବସ୍ଥାରେ ଥିଲା ଯାହା କିଛି ମାସ ତଳେ ଲେଖିଲି ଓ ମୋ 'ଗଳ୍ପ ବିଂଶତି' ପାଇଁ ବାଛିଲି। ଗଳ୍ପ ପଶ୍ଚ୍ୟାତେ ରହିଛି ମୋର କୁଷ୍ଠ ପଲ୍ଲୀରେ ୧୯୮୬ରେ ଗୋଟିଏ ଦିନ ବିତାଇବା, ଯାହା ଥିଲା ଅପ୍ରସ୍ତୁତ, ପ୍ରେରଣା ପ୍ରସୁତ, ଖୋଲା ପକେଟରେ ଓ ଖୋଦ ମହାପ୍ରଭୁଙ୍କର ଗାଆଁରେ। ଗଳ୍ପଟି ଆଜିର ତାରିଖରେ ଆଉ ଘଟୁନାହିଁ ଯଦିଓ ଅତୀତରେ ଅନେକ ବାର ଘଟିଥିବା ସଂଭବ। ସୁକିନ୍ଦା ସାହିତ୍ୟ ସଂସଦ 'ଋତୁରଙ୍ଗ'ରେ ପ୍ରକାଶିତ। ସାହିତ୍ୟ ସଂସଦ ଓ ସଂପାଦକ ମହାଶୟଙ୍କୁ ଗଭୀର କୃତଜ୍ଞତା ଜଣାଉଛି।
Add a comment...

Post has attachment

Post has attachment

Post has attachment

Post has attachment
Add a comment...

Post has attachment
Wait while more posts are being loaded